ଧାଇଁ ପଡ଼ିବା Dhāiñ paṟḍ̠ibā
- ଦେ. କ୍ରି—(ସଂ. ଧାବନ) — ବହୁ ଲୋକ ଦଉଡ଼ି କରି ଏକ ସ୍ଥାନରେ ଉପସ୍ଥିତ ହେବା — (many people) To assemble at a place by running up from various distances
- ଦେ. କ୍ରି—(ସଂ. ଧାବନ) — ଗାଆଁ ମୁଣ୍ଡେ କଲି ଘର, ଧାଇଁ ପଡ଼ ହୋ ସାଇ ପଡ଼ିଶା। ମୋ ଘରେ ପଶିଛି ଚୋର। ଢଗ।