ଧାଇଁ ଧାଇଁ Dhāiñ dhāiñ
- ଦେ. କ୍ରି. ବିଣ—(ଧାଇଁବା କ୍ରିୟାର ଅସମାପିକା ରୂପର ଦ୍ୱିରାବୃତ୍ତିଦ୍ୱାରା ସମୟାଧିକ୍ୟ ଜ୍ଞାପିତ ହେଉଅଛି) — ଦଉଡ଼ି ଦଉଡ଼ି — Running
- ଦେ. କ୍ରି. ବିଣ—(ଧାଇଁବା କ୍ରିୟାର ଅସମାପିକା ରୂପର ଦ୍ୱିରାବୃତ୍ତିଦ୍ୱାରା ସମୟାଧିକ୍ୟ ଜ୍ଞାପିତ ହେଉଅଛି) — କାଢ଼େଁ ପାଣି, ଧୁଏଁ ଅଣ୍ଟା, ଧାଇଁ ଧାଇଁ ଖାଏଁ କଲୁରି ବେଣ୍ଟ। କଲୁରୀବେଣ୍ଟ କାହାଣୀର ଗୀତାଂଶ।
- ଦେ. କ୍ରି. ବିଣ—(ଧାଇଁବା କ୍ରିୟାର ଅସମାପିକା ରୂପର ଦ୍ୱିରାବୃତ୍ତିଦ୍ୱାରା ସମୟାଧିକ୍ୟ ଜ୍ଞାପିତ ହେଉଅଛି) — ଶୀଘ୍ରଗତିରେ ଚାଲି — Walking briskly
- ଦେ. କ୍ରି. ବିଣ—(ଧାଇଁବା କ୍ରିୟାର ଅସମାପିକା ରୂପର ଦ୍ୱିରାବୃତ୍ତିଦ୍ୱାରା ସମୟାଧିକ୍ୟ ଜ୍ଞାପିତ ହେଉଅଛି) — ଅବିଶ୍ରାନ୍ତ କର୍ମ କରି — Working incessantly
- ଦେ. କ୍ରି. ବିଣ—(ଧାଇଁବା କ୍ରିୟାର ଅସମାପିକା ରୂପର ଦ୍ୱିରାବୃତ୍ତିଦ୍ୱାରା ସମୟାଧିକ୍ୟ ଜ୍ଞାପିତ ହେଉଅଛି) — ବାରଂବାର ଯାଇ — Going repeatedly
- ଦେ. କ୍ରି. ବିଣ—(ଧାଇଁବା କ୍ରିୟାର ଅସମାପିକା ରୂପର ଦ୍ୱିରାବୃତ୍ତିଦ୍ୱାରା ସମୟାଧିକ୍ୟ ଜ୍ଞାପିତ ହେଉଅଛି) — ଧାଇଁ ଧାଇଁ ଦୂତୀ, ମନ୍ଦିରକୁ ରାତି; ପଦେ ଲାକ୍ଷା ଦ୍ୟୁତି, ଲଭଇ ତ ସ୍ଥିତି। କବିସୂର୍ଯ୍ୟ. ସଙ୍ଗୀତ।
- ଦେ. କ୍ରି. ବିଣ—(ଧାଇଁବା କ୍ରିୟାର ଅସମାପିକା ରୂପର ଦ୍ୱିରାବୃତ୍ତିଦ୍ୱାରା ସମୟାଧିକ୍ୟ ଜ୍ଞାପିତ ହେଉଅଛି) — ବାରଂବାର — Repeatedly
- ଦେ. କ୍ରି. ବିଣ—(ଧାଇଁବା କ୍ରିୟାର ଅସମାପିକା ରୂପର ଦ୍ୱିରାବୃତ୍ତିଦ୍ୱାରା ସମୟାଧିକ୍ୟ ଜ୍ଞାପିତ ହେଉଅଛି) — ଜଲଦି; ଅତି ଶୀଘ୍ର; ତ୍ୱରିତ — Very quickly