ଧାଇଁ ଗୁଡ଼ୁଗୁଡ଼ୁ Dhaiñ guṟḍ̠u guṟḍ̠u
- ଦେ. ଅ.—(ଶିଶୁବଚନ) — ଶିଶୁମାନଙ୍କର ସୁମଧୁର ବେଗଗମନ — The act of brisk walking performed by children who are just learning to walk a little briskly
- ଦେ. ଅ.—(ଶିଶୁବଚନ) — [ ଦ୍ର—ଶିଶୁମାନେ ଅଳ୍ପ ଅଳ୍ପ ଚାଲିବାକୁ ଶିଖିବା ସମୟରେ ମାଆମାନେ ଖଣ୍ଡଦୂର ଛଡ଼ାରେ ଠିଆ ହୋଇ ଏହି ବାକ୍ୟ ଉଚ୍ଚାରଣ କରି ପିଲାମାନଙ୍କୁ ଡାକନ୍ତି ଓ ପିଲାମାନେ ଚଞ୍ଚଳ ଚଞ୍ଚଳ ଚାଲି ମାଆ ମାନଙ୍କ ପାଖକୁ ଆସନ୍ତି। ]