ଧାଆଁ ପଡ଼ିବା Dhā-āñ paṟḍ̠ibā

  • ଦେ. ବି. (ବ୍ୟଙ୍ଗ୍ୟ) — ତ୍ୱରାନ୍ୱିତ ହେବା — Being in haste
  • ଦେ. ବି. (ବ୍ୟଙ୍ଗ୍ୟ) — ଅତ୍ୟାବଶ୍ୟକ — Urgency; dire necessity
  • ଦେ. ବି. (ବ୍ୟଙ୍ଗ୍ୟ) — [ ଯଥା—ତୋର ହୁକୁମ ପାଳିବାକୁ ମତେ (ବା ମୋର) ଧାଆଁପଡ଼ିଛି।]