ଧାଁ ଦଉଡ଼ା Dhāñ dauṟḍ̠ā)

  • ଦେ. ବି (ବହୁବାର ସୂଚକ; ଏକାର୍ଥକ ସହଚର) — ବହୁବାର ଦଉଡ଼ିବାର କର୍ମ — Running several times
  • ଦେ. ବି (ବହୁବାର ସୂଚକ; ଏକାର୍ଥକ ସହଚର) — ଉପର୍ଯ୍ୟୁପରି ଦଉଡ଼ିବା କର୍ମ — Repeated running
  • ଦେ. ବି (ବହୁବାର ସୂଚକ; ଏକାର୍ଥକ ସହଚର) — ଧାଁଆଁ ଧପଡ଼କୁ ମାଣ୍ଡିଆ ଯାଉ ବସିବା ଲୋକ ତବତ ଖାଉ। ଢଗ।
  • ଦେ. ବି (ବହୁବାର ସୂଚକ; ଏକାର୍ଥକ ସହଚର) — ଇତସ୍ତତଃ ଦଉଡ଼ିବା; ଦଉଡ଼ା ଦଉଡ଼ି — Running to and fro; running about
  • ଦେ. ବି (ବହୁବାର ସୂଚକ; ଏକାର୍ଥକ ସହଚର) — ତ୍ୱରାଯୁକ୍ତ କର୍ମ — Bustle; activity