ଧସ୍ଧସ୍ Dhas-dhas

  • ଦେ. ଅ. (ଧ୍ୱନ୍ୟନୁକରଣ) — ଭୁଷ୍ଭାସ୍; ପାଦୁକାହୀନ ଗୋଡ଼ରେ ଶୀଘ୍ର ଚାଲିବାଦ୍ୱାରା ଉତ୍ପନ୍ନ ଶବ୍ଦ — Sound of brisk walking on the ground with bare feet
  • ଦେ. ଅ. (ଧ୍ୱନ୍ୟନୁକରଣ) — ମତୁରୀ ମା କହିଲା, ଚାଲିଟା ଧସ୍ଧସ୍— ଫକୀରମୋହନ, ଛମାଣ ଆଠଗୁଣ୍ଠ।