ଧଳା ଚିତି Dhaḻā chiti

  • ଦେ. ବି. (ସଂ. ଧବଳ+ଚିତ୍ର) — ଏକ ପ୍ରକାର ଚିତି ସାପ (ସାପ ତଳେ ନୋଟ ଦେଖ) — (See notes under Sāpa) A kind of serpent
  • ଦେ. ବି. (ସଂ. ଧବଳ+ଚିତ୍ର) — ପାଚିଲା ଗାମୁଛା ଦେହରେ ଛାପା ଛାପା ଧଳା ଚିହ୍ନ — White spots appearing on a cloth which is intended for use as a seasoned napkin