ଧଳା ଅଙ୍କୁ Dhaḻā aṅku
- ଦେ. ବି (ସଂ. ଅଙ୍କୋଟ, ଅଙ୍କୋଳ) — ଅଙ୍କୋଟ (ଦେଖ) — Aṅkoṭa (See)
- ଦେ. ବି (ସଂ. ଅଙ୍କୋଟ, ଅଙ୍କୋଳ) — [ଦ୍ର—ଏହାର ଗଛର ଛାଲ ଧଳା; ପତ୍ର ଏକୋତ୍ତର; ସରୁଡାଳ ଉପରେ କଣ୍ଟା ଥାଏ; ଫୁଲ ଧଳା, ଫଳ ଜାମୁକୋଳିପରି, କାଠ ଶକ୍ତ ଓ ଧଳା। ଏଥିରେ ବାଡ଼ି ତିଆରି ହୁଏ। ବାଡ଼ି ଖୁବ୍ ପାଲିସ୍ ହୁଏ।]