ଧର୍ଷ Dharsha
- ସଂ. ବି. (ଧୃଷ୍ ଧାତୁ=ହିଂସା କରିବା; କ୍ରୋଧ କରିବା+ ଭାବେ ଅ) — ମାରପିଟ — Assault
- ସଂ. ବି. (ଧୃଷ୍ ଧାତୁ=ହିଂସା କରିବା; କ୍ରୋଧ କରିବା+ ଭାବେ ଅ) — ଦଳନ; ପୀଡ଼ନ — Crushing; oppressing
- ସଂ. ବି. (ଧୃଷ୍ ଧାତୁ=ହିଂସା କରିବା; କ୍ରୋଧ କରିବା+ ଭାବେ ଅ) — ଅତ୍ୟାଚାର; ଜୁଲମ୍ — Ill treatment; outrage
- ସଂ. ବି. (ଧୃଷ୍ ଧାତୁ=ହିଂସା କରିବା; କ୍ରୋଧ କରିବା+ ଭାବେ ଅ) — ପରାଭବକରଣ — Defeating
- ସଂ. ବି. (ଧୃଷ୍ ଧାତୁ=ହିଂସା କରିବା; କ୍ରୋଧ କରିବା+ ଭାବେ ଅ) — ଚଢ଼ାଉ; ଆକ୍ରମଣ — Attack; assailing
- ସଂ. ବି. (ଧୃଷ୍ ଧାତୁ=ହିଂସା କରିବା; କ୍ରୋଧ କରିବା+ ଭାବେ ଅ) — ବଳପୂର୍ବକ ଗ୍ରହଣ — Taking forcible possession; kidnapping
- ସଂ. ବି. (ଧୃଷ୍ ଧାତୁ=ହିଂସା କରିବା; କ୍ରୋଧ କରିବା+ ଭାବେ ଅ) — ଅବଜ୍ଞାକରଣ; ଅପମାନ — Contempt; insulting; insolence; affront
- ସଂ. ବି. (ଧୃଷ୍ ଧାତୁ=ହିଂସା କରିବା; କ୍ରୋଧ କରିବା+ ଭାବେ ଅ) — ପ୍ରଗଳ୍ଭତା; ଔଦ୍ଧତ୍ୟ — Arrogance; audacity; impudence
- ସଂ. ବି. (ଧୃଷ୍ ଧାତୁ=ହିଂସା କରିବା; କ୍ରୋଧ କରିବା+ ଭାବେ ଅ) — ବଳାତ୍କାର; ବଳପୂର୍ବକ ରତି — Rape; forcible intercourse with a woman; violation; outraging the modesty of a woman
- ସଂ. ବି. (ଧୃଷ୍ ଧାତୁ=ହିଂସା କରିବା; କ୍ରୋଧ କରିବା+ ଭାବେ ଅ) — ଗର୍ବ — Pride; arrogance (Apte)
- ସଂ. ବି. (ଧୃଷ୍ ଧାତୁ=ହିଂସା କରିବା; କ୍ରୋଧ କରିବା+ ଭାବେ ଅ) — ଅଧୈର୍ଯ୍ୟ — Impatience (Apte)
- ସଂ. ବି. (ଧୃଷ୍ ଧାତୁ=ହିଂସା କରିବା; କ୍ରୋଧ କରିବା+ ଭାବେ ଅ) — ଅଟକ — Restraint (Apte)