ଧର୍ଷିବା

  • ଦେ. କ୍ରି.—(ସଂ. ଧୃଷ୍ ଧାତୁରୁ ଧର୍ଷ) — ଧର୍ଷଣ କରିବା — To oppress
  • ଦେ. କ୍ରି.—(ସଂ. ଧୃଷ୍ ଧାତୁରୁ ଧର୍ଷ) — ସ୍ତ୍ରୀକୁ ବଳାତ୍କାର କରିବା — To commit rape; to outrage the modesty of (a woman)
  • ଦେ. କ୍ରି.—(ସଂ. ଧୃଷ୍ ଧାତୁରୁ ଧର୍ଷ) — ବହି ଯାହାକୁ ଜୀର୍ଣ୍ଣ କରି ନ ପାରେ ଆନକେ ଧର୍ଷିବ ତାରେ। ଭଞ୍ଜ, ବୈଦେହୀଶବିଳାସ।
  • ଦେ. କ୍ରି.—(ସଂ. ଧୃଷ୍ ଧାତୁରୁ ଧର୍ଷ) — ଆକ୍ରମଣ କରିବା — To attack