ଧର୍ଷିତା Dharshitā
- ସଂ. ବିଣ. ସ୍ତ୍ରୀ. (ଧର୍ଷିତ+ସ୍ତ୍ରୀ. ଆ) — ଯେଉଁ ସ୍ତ୍ରୀ ସଙ୍ଗେ ବଳାତ୍କାର ପୂର୍ବକ ମୈଥୁନ କରାଯାଏ; ବଳାତ୍କୃତା — Reped; deflowered; violated (woman)
- ସଂ. ବିଣ. ସ୍ତ୍ରୀ. (ଧର୍ଷିତ+ସ୍ତ୍ରୀ. ଆ) — କୁଳଟା; ବିଟପୀ — Unchaste; adulterous
- ସଂ. ବି. ସ୍ତ୍ରୀ. — ଅସତୀ ସ୍ତ୍ରୀ — Unchaste woman
- ସଂ. ବି. ସ୍ତ୍ରୀ. — ବିଟପୀ ସ୍ତ୍ରୀ; ବେଶ୍ୟା — A harlot