ଧର୍ଷଣ Dharshaṇa

  • ସଂ. ବି. ସ୍ତ୍ରୀ. (ଧୃଷ୍ ଧାତୁ+ଭାବ. ଅନ;+ସ୍ତ୍ରୀ. ଆ) — ଧର୍ଷ (ଦେଖ) — Dharsha (See)
  • ସଂ. ବି. ସ୍ତ୍ରୀ. (ଧୃଷ୍ ଧାତୁ+ଭାବ. ଅନ;+ସ୍ତ୍ରୀ. ଆ) — ଗାଳିମନ୍ଦ; ତିରସ୍କାର — Abuse (Apte)
  • ସଂ. ବି. ସ୍ତ୍ରୀ. (ଧୃଷ୍ ଧାତୁ+ଭାବ. ଅନ;+ସ୍ତ୍ରୀ. ଆ) — ଅପରାଧ — An offence (Apte)
  • ସଂ. ବି. ସ୍ତ୍ରୀ. (ଧୃଷ୍ ଧାତୁ+ଭାବ. ଅନ;+ସ୍ତ୍ରୀ. ଆ) — ସ୍ତ୍ରୀସଙ୍ଗମ — Copulation (Apte)