ଧର୍ଷଣୀ Dharshaṇī

  • ସଂ. ବି. ସ୍ତ୍ରୀ—(ଧୃଷ୍ ଧାତୁ+ଅନ୍, ସ୍ତ୍ରୀ. ଈ (ଇ) — ଅସତୀ ସ୍ତ୍ରୀ — An unchaste woman; a wanton woman
  • ସଂ. ବି. ସ୍ତ୍ରୀ—(ଧୃଷ୍ ଧାତୁ+ଅନ୍, ସ୍ତ୍ରୀ. ଈ (ଇ) — ବେଶ୍ୟା — A harlot (Apte)