ଧର୍ମ୍ୟ ବିବାହ Dharmya bibāha

  • ସଂ. ବି. (କର୍ମଧା; ଧର୍ମ୍ୟ+ ବିବାହ) — ଆଇନ୍ସଙ୍ଗତ — Legal marriage
  • ସଂ. ବି. (କର୍ମଧା; ଧର୍ମ୍ୟ+ ବିବାହ) — ଧର୍ମାନୁମୋଦିତ ବିବାହ — Marriage approved by the dictates of religion
  • ସଂ. ବି. (କର୍ମଧା; ଧର୍ମ୍ୟ+ ବିବାହ) — [ଦ୍ର—ହିନ୍ଦୁସ୍ମୃତିରେ ଯେଉଁ ବିବାହମାନଙ୍କ ବିଷୟ ଲେଖା ଅଛି ତହିଁ ମଧ୍ୟରୁ ବ୍ରାହ୍ମ, ଦୈବ, ଆର୍ଷ, ଗାନ୍ଧର୍ବ ଓ ପ୍ରାଜାପତ୍ୟ ଏହି 5 ବିବାହକୁ ଧର୍ମ୍ୟ ବିବାହ ବୋଲାଯାଏ— ହି. ଶବ୍ଦସାଗର।] — [ଦ୍ର—ହିନ୍ଦୁସ୍ମୃତିରେ ଯେଉଁ ବିବାହମାନଙ୍କ ବିଷୟ ଲେଖା ଅଛି ତହିଁ ମଧ୍ୟରୁ ବ୍ରାହ୍ମ, ଦୈବ, ଆର୍ଷ, ଗାନ୍ଧର୍ବ ଓ ପ୍ରାଜାପତ୍ୟ ଏହି5ବିବାହକୁ ଧର୍ମ୍ୟ ବିବାହ ବୋଲାଯାଏ— ହି. ଶବ୍ଦସାଗର]