ଧର୍ମିଷ୍ଠ Dharmishṭha

  • ସଂ. ବିଣ. ପୁଂ (ଧର୍ମ+ଇଷ୍ଠ; ଅତି ଅର୍ଥରେ) — ଅତି ଧାର୍ମିକ; ଧର୍ମନିରତ — Very pious; devoted to virtue or piety
  • ସଂ. ବି — ବିଷ୍ଣୁଙ୍କର ନାମ — A name of Bishṇu