ଧର୍ମାସନ Dharmāsana

  • ସଂ. ବି. (ଧର୍ମ+ ଆସନ; 6 ଷ୍ଠୀ ତତ୍) — ବିଚାରାସନ; ଇଜଲାସ୍ — Judgement seat; the Bench
  • ସଂ. ବି. (ଧର୍ମ+ ଆସନ; 6 ଷ୍ଠୀ ତତ୍) — ବିଚାରକଙ୍କ ପଦ — The position of a judge