ଧର୍ମାର୍ଥ Dharmārtha
- ସଂ. ବି. (ଧର୍ମ+ ଅର୍ଥ; ଦ୍ୱନ୍ଦ୍ୱ) — ଧର୍ମ ଓ ଅର୍ଥ; ଚତୁର୍ବର୍ଗ ମଧ୍ୟରୁ ଦିଓଟି — Religion and wealth (two of the four most desirable objects of human life)
- ସଂ. ବିଣ (ଧର୍ମ+ ଅର୍ଥ; ବହୁବ୍ରୀହି) — ଧର୍ମ ପାଇଁ ପ୍ରୟୋଜନୀୟ — Necessary for religion
- ସଂ. ବିଣ (ଧର୍ମ+ ଅର୍ଥ; ବହୁବ୍ରୀହି) — ଧର୍ମ ମୟ — Righteous
- ସଂ. ବିଣ (ଧର୍ମ+ ଅର୍ଥ; ବହୁବ୍ରୀହି) — ଧର୍ମ ସାଧନ ଯହିଁର ଉଦ୍ଦେଶ୍ୟ ଅଟେ — Pious; having religion as its aim
- ସଂ. ବିଣ (ଧର୍ମ+ ଅର୍ଥ; ବହୁବ୍ରୀହି) — ପରୋପକାରାର୍ଥ କୃତ (ଦାନାଦି) — (gift) Done with the sole view of benefitting others
- ଦେ. କ୍ରି. ବିଣ — ଧର୍ମ ନିମନ୍ତେ; ପୁଣ୍ୟ ଉଦ୍ଦେଶ୍ୟରେ — For the sake of religion
- ଦେ. ବି. — ଧର୍ମ କାର୍ଯ୍ୟ — Religious act; act of piety
- ଦେ. ବି. — ଖଇରାତ୍; ଦୟାଯୁକ୍ତ କର୍ମ — Charity; charitable act