ଧର୍ମାର୍ଥକାମମୋକ୍ଷ Dharmārthakāmamoksha

  • ସଂ. ବି. (ଧର୍ମ+ ଅର୍ଥ+ କାମ+ ମୋକ୍ଷ; ଦ୍ୱନ୍ଦ୍ୱ) — ମନୁଷ୍ୟ ଜୀବନର ଚତୁର୍ବର୍ଗ ବା ସାଧନ ଚତୁଷ୍ଟୟ — The four desirable worldly objects, viz religion, wealth, desire and salvation