ଧର୍ମାବତାର Dharmābatāra
- ସଂ. ବି. (ଧର୍ମ+ ଅବତାର; 6 ଷ୍ଠୀ ତତ୍) — ମୂର୍ତ୍ତିମାନ୍ ଧର୍ମ ଦେବତା; ସାକ୍ଷାତ୍ ଈଶ୍ୱର — 2. God Himself
- ସଂ. ବି. (ଧର୍ମ+ ଅବତାର; 6 ଷ୍ଠୀ ତତ୍) — ମୂର୍ତ୍ତିଧାରୀ ନ୍ୟାୟ — Justice personified
- ସଂ. ବି. (ଧର୍ମ+ ଅବତାର; 6 ଷ୍ଠୀ ତତ୍) — ନ୍ୟାୟ ବିଚାରକ; ନ୍ୟାୟଧୀଶ; ଧର୍ମାଧିକାରୀ — Judge; court of justice
- ସଂ. ବି. (ଧର୍ମ+ ଅବତାର; 6 ଷ୍ଠୀ ତତ୍) — ଯୁଧିଷ୍ଠିର — A name of J̄udhishṭhira
- ଦେ. ଅ. (ସଂ. ଭୋ! ଧର୍ମାବତାର) — (ରାଜା, ବିଚାରପତି ଓ ପ୍ରଭୁ ଆଦିଙ୍କ ସମ୍ବୋଧନ) ହେ ମୂର୍ତ୍ତିମାନ୍ ଧର୍ମ ! ହଜୁର — (interjection used in addressing a court or king or one's master) Your Honour ! Your worship ! Your Lordship ! My Lord ! Your Highness !