ଧର୍ମାଧ୍ୟକ୍ଷ Dharmādhyaksha

  • ସଂ. ବି. ପୁଂ. (ଧର୍ମ+ ଅଧ୍ୟକ୍ଷ; 6 ଷ୍ଠୀ ତତ୍) — ବିଚାରପତି — Judge
  • ସଂ. ବି. ପୁଂ. (ଧର୍ମ+ ଅଧ୍ୟକ୍ଷ; 6 ଷ୍ଠୀ ତତ୍) — ଦୀକ୍ଷା ଗୁରୁ — Spiritual guide
  • ସଂ. ବି. ପୁଂ. (ଧର୍ମ+ ଅଧ୍ୟକ୍ଷ; 6 ଷ୍ଠୀ ତତ୍) — ପ୍ରଧାନ ବିଚାରପତି; ପ୍ରାଡ଼୍ ବିବେକ — Chief justice
  • ସଂ. ବି. ପୁଂ. (ଧର୍ମ+ ଅଧ୍ୟକ୍ଷ; 6 ଷ୍ଠୀ ତତ୍) — ବିଷ୍ଣୁ — Bishṇu
  • ସଂ. ବି. ପୁଂ. (ଧର୍ମ+ ଅଧ୍ୟକ୍ଷ; 6 ଷ୍ଠୀ ତତ୍) — ଶିବ (ହି. ଶ) — Ṡiba