ଧର୍ମାଧିକାର Dharmādhikāra
- ସଂ. ବି. ( 7 ମୀ ତତ୍; ଧର୍ମ+ ଅଧିକାର) — ଧର୍ମାଧର୍ମ ବିଚାର କରିବାର କ୍ଷମତା — The power of discriminating between right and wrong
- ସଂ. ବି. ( 7 ମୀ ତତ୍; ଧର୍ମ+ ଅଧିକାର) — ଆଇନ ସମ୍ବନ୍ଧେ ବିଚାରଣା — Administration of justice
- ସଂ. ବି. ( 7 ମୀ ତତ୍; ଧର୍ମ+ ଅଧିକାର) — ବିଚାରକଙ୍କ ପଦ — The office of a judge