ଧର୍ମାଧିକାରୀ Dharmādhikārī

  • ସଂ. ବି. (ଧର୍ମାଧିକାରିନ୍; ଧର୍ମାଧିକାର+ ଅସ୍ତ୍ୟର୍ଥେ ଇନ୍ 1 ମା 1 ବ; କିମ୍ବା ଧର୍ମ+ ଅଧିକାରୀ; 6 ଷ୍ଠୀ ତତ୍) — ବିଚାରପତି — Judge
  • ସଂ. ବି. (ଧର୍ମାଧିକାରିନ୍; ଧର୍ମାଧିକାର+ ଅସ୍ତ୍ୟର୍ଥେ ଇନ୍ 1 ମା 1 ବ; କିମ୍ବା ଧର୍ମ+ ଅଧିକାରୀ; 6 ଷ୍ଠୀ ତତ୍) — ଦାନାଧ୍ୟକ୍ଷ; ରାଜା ବା ଦାତାଙ୍କର ଦାନାର୍ଥ ଉତ୍ସର୍ଗୀକୃତ ଧନକୁ ବା ବସ୍ତୁକୁ ପାତ୍ରାପାତ୍ର ବିଚାରପୂର୍ବକ ବାଣ୍ଟିବା ପାଇଁ ଯେଉଁ ବ୍ୟକ୍ତିଙ୍କ ଉପରେ ଭାର ଦିଆଯାଇ ଥାଏ — A person entrusted with the duty of distributing gifts amongst deserving persons