ଧର୍ମାଧିକରଣ Dharmādhikaraṇa

  • ସଂ. ବି. (ଧର୍ମ+ ଅଧିକରଣ= ଆଧାର; 6 ଷ୍ଠୀ ତତ୍) — ଅଦାଲତ; ବିଚାରାଳୟ — Court of justice
  • ସଂ. ବି. (ଧର୍ମ+ ଅଧିକରଣ= ଆଧାର; 6 ଷ୍ଠୀ ତତ୍) — (ଧର୍ମ+ ଅଧି+ କୃ ଧାତୁ+ କର୍ମ. ଅନ) ବିଚାରକ; ଜଜ୍ — Judge
  • ବିଣ. — (ବହୁବ୍ରୀହି) ଧର୍ମଶାସ୍ତ୍ରଜ୍ଞ — Versed in the scriptures