ଧର୍ମାଧର୍ମ Dharmādharma

  • ସଂ. ବି. (ଧର୍ମ+ ଅଧର୍ମ; ଦ୍ୱନ୍ଦ୍ୱ) — ଧର୍ମ ଓ ଅଧର୍ମ — Virtue and vice
  • ସଂ. ବି. (ଧର୍ମ+ ଅଧର୍ମ; ଦ୍ୱନ୍ଦ୍ୱ) — ନ୍ୟାୟ ଓ ଅନ୍ୟାୟ — Justice and injustice
  • ସଂ. ବି. (ଧର୍ମ+ ଅଧର୍ମ; ଦ୍ୱନ୍ଦ୍ୱ) — ପୁଣ୍ୟ ଓ ପାପ — 3. Piety and sin
  • ସଂ. ବି. (ଧର୍ମ+ ଅଧର୍ମ; ଦ୍ୱନ୍ଦ୍ୱ) — ସତ୍କର୍ମ ଓ ଅସତ୍ କର୍ମ — Good and evil acts