ଧର୍ମାଚାର୍ୟ୍ୟ Dharmāchārj̄ya

  • ସଂ. ବି. (ଧର୍ମ+ ଆଚାର୍ଯ୍ୟ) — ଧର୍ମୋପଦେଶକ; ଧର୍ମଗୁରୁ — Religious preceptor
  • ସଂ. ବି. (ଧର୍ମ+ ଆଚାର୍ଯ୍ୟ) — ଋଗ୍ବେଦୀୟମାନଙ୍କର ତର୍ପଣୀୟ ପୁରୁଷ (ଋଷି) ବିଶେଷ — A sage to whom oblations of water is offered by the followers of the Ṛug-beda
  • ସଂ. ବି. (ଧର୍ମ+ ଆଚାର୍ଯ୍ୟ) — କୌଣସି ଧର୍ମମତର ପ୍ରବର୍ତ୍ତକ — The founder of a certain religious tenet
  • ସଂ. ବି. (ଧର୍ମ+ ଆଚାର୍ଯ୍ୟ) — କୌଣସି ଧର୍ମ ମତର ପ୍ରଚାରକ — A religious missionary