ଧର୍ମଶୀଳ Dharamaṡīḻa

  • ସଂ. ବିଣ. ପୁଂ (ଧର୍ମ+ ଶୀଳ; ବହୁବ୍ରୀହି) — ଧାର୍ମିକ — Religious; pious
  • ସଂ. ବିଣ. ପୁଂ (ଧର୍ମ+ ଶୀଳ; ବହୁବ୍ରୀହି) — ନ୍ୟାୟପର — Righteous; just