ଧର୍ମତଃ Dharmataḥ
- ସଂ. ଅ. (ଧର୍ମ+ତସ୍) — ଧର୍ମାନୁସାରେ; ଧର୍ମପ୍ରମାଣେ — Religiously; from a religious point of view
- ସଂ. ଅ. (ଧର୍ମ+ତସ୍) — ନ୍ୟାୟତଃ; ନ୍ୟାୟାନୁସାରେ — Justly; rightly
- ସଂ. ଅ. (ଧର୍ମ+ତସ୍) — ଆଇନ୍ ଅନୁସାରେ — Legally
- ସଂ. ଅ. (ଧର୍ମ+ତସ୍) — ସାମାଜିକ ଦୃଷ୍ଟିରେ ଦେଖିବାକୁ ଗଲେ — From a social point of view
- ସଂ. ଅ. (ଧର୍ମ+ତସ୍) — ଧର୍ମଦ୍ୱାରରେ; ଈଶ୍ୱରଙ୍କ ଦୃଷ୍ଟିରେ — In the eyes of God
- ସଂ. ଅ. (ଧର୍ମ+ତସ୍) — ଈଶ୍ୱରଙ୍କ ନାମ ଗ୍ରହଣ କରି (ଶପଥ କରିବା) — In the name of God; solemnly