ଧର୍ମଛଡ଼ା Dharmachhaṟḍ̠ā

  • ଦେ. ବିଣ — ଧର୍ମବିରୁଦ୍ଧ; ସୃଷ୍ଟିଛଡ଼ା — Contrary to the precepts of religion
  • ଦେ. ବିଣ — ଅଧାର୍ମିକ — Irreligious; impious
  • ଦେ. ବିଣ — ଯେ ଧର୍ମକୁ ମାନେ ନାହିଁ ବା ଧର୍ମ ବିଗର୍ହିତ କାର୍ଯ୍ୟ କରେ — Unrighteous