ଧର୍ମଚ୍ୟୁତ Dharma chyuta

  • ସଂ. ବିଣ. (ଧର୍ମ+ଚ୍ୟୁତ; 5 ମୀ ତତ୍) — ଯାହାର ଧର୍ମ ଲୋପ ହୋଇଥାଏ — One who has strayed from the path of virtue
  • ସଂ. ବିଣ. (ଧର୍ମ+ଚ୍ୟୁତ; 5 ମୀ ତତ୍) — ଧର୍ମ ସଂପ୍ରଦାୟରୁ ବହିର୍ଭୂତ — Driven out of the pale of a religious society
  • ସଂ. ବିଣ. (ଧର୍ମ+ଚ୍ୟୁତ; 5 ମୀ ତତ୍) — ଆପଣାର ଅତି ଅନ୍ୟାୟ କାର୍ଯ୍ୟ ଯୋଗୁଁ ଈଶ୍ୱରଙ୍କ ଦୟା ବା ଅନୁଗ୍ରହରୁ ବଞ୍ଚିତ — Deprived of God's blessing on account of one's evil deeds; damned
  • ସଂ. ବିଣ. (ଧର୍ମ+ଚ୍ୟୁତ; 5 ମୀ ତତ୍) — ଧର୍ମତ୍ୟାଗୀ — Apostate