ଧର୍ମକୁ ଡାକିବା Dharmaku ḍākibā
- ଦେ. କ୍ରି — ଅନ୍ୟଦ୍ୱାରା ପ୍ରପୀଡ଼ିତ ଓ ନିଃସହାୟ ବ୍ୟକ୍ତି ଉପରେ ବଳଶାଳୀ ବ୍ୟକ୍ତି ଅତ୍ୟାଚାର କରୁଥିଲେ, ନିଃସହାୟ ବ୍ୟକ୍ତି ଅତ୍ୟା— ଚାରର ପ୍ରତିଶୋଧ ନେବାକୁ ଅସମର୍ଥ ହୋଇ ଉକ୍ତ ଅତ୍ୟାଚାରୀକୁ ଦଣ୍ଡ ଦେବା ନିମନ୍ତେ ଧର୍ମ ! ତୁ ଏକଥା ବୁଝିବୁ' ବୋଲି ପ୍ରଭୁଙ୍କୁ ଡାକିବା ବା ଧର୍ମଙ୍କ ନାମ ଉଚ୍ଚାରଣ କରି ଅତ୍ୟାଚାରୀର ଅମଙ୍ଗଳ କାମନାରେ ଆଞ୍ଜୁଳାଏ ପାଣି ଟେକିବା — To invoke the wrath of God on the head of a powerful oppressor
- ଦେ. କ୍ରି — କଥା କହୁଥାଏ ସରମକୁ, ଚାଲି ଯାଉଥାଏ ଭରମକୁ ଭିତରେ ଭିତରେ ଯାହା ହେଉଥାଏ ସାକ୍ଷୀ ଦେଉଥାଏ ଧରମକୁ—ଢଗ।