ଧର୍ମକୁ ଆସିବା Dharmaku āsibā

  • ଦେ. କ୍ରି — (କୌଣସି କାର୍ଯ୍ୟ) ଉଚିତ ବା କର୍ତ୍ତବ୍ୟ ବୋଲି ଅନ୍ତଃକରଣରେ ବିବେଚିତ ହେବା — (any act) To be thought proper by one's self
  • ଦେ. କ୍ରି — (ଯଥା—ମୁଁ ଆପଣଙ୍କଠାରେ ଶରଣ ପଶିଲି, ଆପଣଙ୍କର ଯାହା ଧର୍ମକୁ ଆସିବ ତାହା କରନ୍ତୁ।)