ଧର୍ମ ସହିବା Dharma sahibā

  • ଦେ. ବି. — କୌଣସି ବ୍ୟକ୍ତିର କ୍ରିୟାକଳାପର ଧର୍ମ ଦେବତା ବା ଈଶ୍ୱରଙ୍କ ଦ୍ୱାରା ଅନୁମୋଦନ — The approval of one's actions by God
  • ଦେ. ବି. — ସୁଆଗୀ ହୋଇଲେ କି ହେବ ଏ ଗର୍ବ ଧର୍ମ କି ସହିବ? ଭୂପତି. ପ୍ରେମପଞ୍ଚାମୃତ।
  • ଦେ. ବି. — [ଦ୍ର—ଲୋକେ ବିଶ୍ୱାସ କରନ୍ତି ଯେ ଅତି ଅନ୍ୟାୟ ହେଲେ ଧର୍ମ ସହେ ନାହିଁ; ଅର୍ଥାତ୍ ଧର୍ମ ଦେବତା ଅନ୍ୟାୟକାରୀ ବ୍ୟକ୍ତିକୁ ଇହକାଳରେ ଦାରିଦ୍ର୍ୟ, ମୃତ୍ୟୁ, ପୁତ୍ରନାଶ ଓ ରୋଗଆଦି ଦଣ୍ଡ ଦିଅନ୍ତି।]