ଧର୍ମ ସଭା Dharma sabhā

  • ସଂ. ବି. (ଧର୍ମ+ ସଭା; ମ. ପ. ଲୋ;) — ଧର୍ମାଲୋଚନା ନିମନ୍ତେ ପ୍ରତିଷ୍ଠିତ ସଭା — Religious meeting or conference; a congress of religion
  • ସଂ. ବି. (ଧର୍ମ+ ସଭା; ମ. ପ. ଲୋ;) — ଧର୍ମାଧିକରଣ; ବିଚାରାଳୟ — Court of justice; legal tribunal
  • ସଂ. ବି. (ଧର୍ମ+ ସଭା; ମ. ପ. ଲୋ;) — ଧର୍ମ ରକ୍ଷା ନିମନ୍ତେ ଆହୂତ ସଭା — A congregation convened for the protection of religion