ଧର୍ମ ସଂହିତା Dharma saṁhitā
- ସଂ. ବି. ସ୍ତ୍ରୀ (ଧର୍ମ+ ସଂହିତା; ମ. ପ. ଲୋ) — ଯେଉଁ ଶାସ୍ତ୍ରରେ ସାଂସାରିକ ଓ ପାର— ଲୌକିକ ସମସ୍ତ ବିଷୟର ମୀମାଂସା ଥାଏ; ଧର୍ମପୁସ୍ତକ; ସ୍ମୃତିଶାସ୍ତ୍ର — A religious code or collection of duties enjoined by religion
- ସଂ. ବି. ସ୍ତ୍ରୀ (ଧର୍ମ+ ସଂହିତା; ମ. ପ. ଲୋ) — [ଦ୍ର—ମନୁସଂହିତା, ଅତ୍ରିସଂହିତା, ପରାଶରସଂହିତା ପ୍ରଭୃତି ଗ୍ରନ୍ଥକୁ 'ଧର୍ମସଂହିତା' ବୋଲାଯାଏ।]
- ସଂ. ବି. ସ୍ତ୍ରୀ (ଧର୍ମ+ ସଂହିତା; ମ. ପ. ଲୋ) — ଧର୍ମ ସମ୍ବନ୍ଧୀୟ ଗ୍ରନ୍ଥ — A book dealing with spiritual subjects