ଧର୍ମ ଶାସ୍ତ୍ର Dharma ṡāstra

  • ସଂ. ବି. (ଧର୍ମ+ ଶାସ୍ତ୍ର; ମ. ପ. ଲୋ) — ଧର୍ମ ବିଷୟକ ଶାସ୍ତ୍ର (ଯଥା—ହିନ୍ଦୁମାନଙ୍କ ବେଦ, ଖ୍ରୀଷ୍ଟାନ— ମାନଙ୍କ ବାଇବଲ, ମୁସଲମାନଙ୍କ କୋରାନ୍) — The scriptures
  • ସଂ. ବି. (ଧର୍ମ+ ଶାସ୍ତ୍ର; ମ. ପ. ଲୋ) — ସ୍ମୃତିଶାସ୍ତ୍ର; ଯହିଁରେ କୌଣସି ଧର୍ମାବଲମ୍ବୀ ବ୍ୟକ୍ତିମାନଙ୍କ ଆଚାର ବ୍ୟବାହର ଓ କର୍ତ୍ତବ୍ୟାଦି ଲିପିବଦ୍ଧ ହୋଇଥାଏ — The jurisprudence or code of law
  • ସଂ. ବି. (ଧର୍ମ+ ଶାସ୍ତ୍ର; ମ. ପ. ଲୋ) — [ଦ୍ର—ମନୁ, ଅତ୍ରି, ବିଷ୍ଣୁ, ହାରିତ, ଯାଜ୍ଞବଲ୍କ୍ୟ, ଊଶନା, ଅଙ୍ଗିରା, ଯମ, ଆପସ୍ତମ୍ଭ, ସମ୍ବର୍ତ୍ତ, କାତ୍ୟାୟନ, ବୃହସ୍ପତି, ପରାଶର, ବ୍ୟାସ, ଶଙ୍ଖ, ଲିଖିତ, ଦକ୍ଷ, ଗୌତମ, ବଶିଷ୍ଠ, ଶତାତପ ଓ ନାରଦ, ଏହି ମୁନିମାନଙ୍କ ପ୍ରଣୀତ ସାମାଜିକ ଓ ଅନୁଶାସନମୂଳକ ଗ୍ରନ୍ଥ- ମାନଙ୍କୁ ଧର୍ମଶାସ୍ତ୍ର ବୋଲାଯାଏ।]
  • ସଂ. ବି. (ଧର୍ମ+ ଶାସ୍ତ୍ର; ମ. ପ. ଲୋ) — ପୁରାଣାଦି ଶାସ୍ତ୍ର — Mythology
  • ସଂ. ବି. (ଧର୍ମ+ ଶାସ୍ତ୍ର; ମ. ପ. ଲୋ) — ବେଦାନ୍ତ ଦର୍ଶନାଦି — The philosophy of religion