ଧର୍ମ ଶାସନ Dharma ṡāsana

  • ସଂ. (ଧର୍ମ+ ଶାସନ; 6 ଷ୍ଠୀ ତତ୍) — ଧର୍ମର ଅନୁଶାସନ ବା ଆଦେଶ — Religious commandment or precept
  • ସଂ. (ଧର୍ମ+ ଶାସନ; 6 ଷ୍ଠୀ ତତ୍) — ଧର୍ମାନୁସାରେ ଚାଳିତ ରାଜ୍ୟଶାସନ — An administration conducted on principles of equity and justice
  • ସଂ. (ଧର୍ମ+ ଶାସନ; 6 ଷ୍ଠୀ ତତ୍) — ଧର୍ମଶାସ୍ତ୍ର — Religious books; scripture