ଧର୍ମ ଶଙ୍କା Dharma ṡaṅkā
- ଦେ. ବିଣ. (ସଂ. ଧର୍ମ+ ଶଙ୍କା) — ଧର୍ମବିଷୟରେ ସଂଶୟାତ୍ମା; ଯେ ଧର୍ମବିଷୟରେ ସନ୍ଦେହ କରେ — Doubtful about the questions affecting religion
- ଦେ. ବିଣ. (ସଂ. ଧର୍ମ+ ଶଙ୍କା) — ଧର୍ମଶଙ୍କା ଲୋକ ତୀର୍ଯ୍ୟଗ ଯୋନି ଜନ୍ମ ହୁଅଇ ଗୋ ଦ୍ରୌପଦି ନାରୀଙ୍କ ଉତ୍ତମ। କୃଷ୍ଣସିଂହ. ମହାଭାରତ, ବନ।