ଧର୍ମ ରକ୍ଷା Dharma rakshā
- ସଂ. ବି. (ଧର୍ମ+ ରକ୍ଷା; 6 ଷ୍ଠୀ ତତ୍) — ଧର୍ମ ପାଳନ — Observance of religion; following the path of religion
- ସଂ. ବି. (ଧର୍ମ+ ରକ୍ଷା; 6 ଷ୍ଠୀ ତତ୍) — ସ୍ତ୍ରୀର ସତୀତ୍ୱ ରକ୍ଷା — Protection of the chastity of a woman
- ସଂ. ବି. (ଧର୍ମ+ ରକ୍ଷା; 6 ଷ୍ଠୀ ତତ୍) — ସ୍ୱଧର୍ମର ପ୍ରତିଷ୍ଠାକୁ ରକ୍ଷା କରିବା — Defence of one's religion