ଧର୍ମ ରକ୍ଷକ Dharma rakshaka
- ସଂ. ବି. ( 6 ଷ୍ଠୀ ତତ୍; ଧର୍ମ+ ରକ୍ଷକ) — ଯେ ସ୍ୱଧର୍ମକୁ ରକ୍ଷା କରେ — The preserver of one's religion
- ସଂ. ବି. ( 6 ଷ୍ଠୀ ତତ୍; ଧର୍ମ+ ରକ୍ଷକ) — ରାଜା — The king, the defender of the faith
- ସଂ. ବି. ( 6 ଷ୍ଠୀ ତତ୍; ଧର୍ମ+ ରକ୍ଷକ) — ଜିନ; ଜୈନ ସାଧୁ (ହି. ଶବ୍ଦସାଗର) — A Jai̱na saint