ଧର୍ମ ମୂଳ Dharma mūḻa

  • ସଂ. ବି. (ଧର୍ମ+ ମୂଳ; 6 ଷ୍ଠୀ ତତ୍) — ଧର୍ମର ହେତୁ — The essence of religion; the basis of religion
  • ସଂ. ବିଣ. (ଧର୍ମ+ ମୂଳ; ବହୁବ୍ରୀହି) — ଯେଉଁ କାର୍ଯ୍ୟର ମୂଳରେ ଧର୍ମ ନିହିତ ଅଛି — Based on religion or righteousness