ଧର୍ମ ମାତା Dharma mātā
- ସଂ. ବି. ସ୍ତ୍ରୀ. (ଧର୍ମ+ ମାତୃ; 1 ମା. 1 ବ) — ଧର୍ମତଃ ଆପଣା ମାତୃସ୍ଥାନୀୟା ସ୍ତ୍ରୀ — A woman who stands in the relation of a mother to a person
- ସଂ. ବି. ସ୍ତ୍ରୀ. (ଧର୍ମ+ ମାତୃ; 1 ମା. 1 ବ) — [ଦ୍ର—ଶାଶୁ, ଗୁରୁପତ୍ନୀ, ବ୍ରାହ୍ମଣୀ, ରାଜପତ୍ନୀ, ଗାଭୀ, ଧାତ୍ରୀ ଓ ବସୁମତୀ ଏମାନେ ଧର୍ମତଃ ମାତୃସ୍ଥାନୀୟା ଅଟନ୍ତି।]