ଧର୍ମ ଭାଣକ Dharma bhāṇaka

  • ସଂ. ବି. ପୁଂ. (ଧର୍ମ+ଭଣ୍ ଧାତୁ=କହିବା+କର୍ତ୍ତୃ. ଅକ) — ଧର୍ମଧ୍ୱଜୀ ବ୍ୟକ୍ତି; ପାଷଣ୍ଡ — Hypocrite; impostre
  • ସଂ. ବି. ପୁଂ. (ଧର୍ମ+ଭଣ୍ ଧାତୁ=କହିବା+କର୍ତ୍ତୃ. ଅକ) — ପୁରାଣାଦି ଧର୍ମଗ୍ରନ୍ଥ ପାଠ କରି ଯେ ଅର୍ଥ ଉପାର୍ଜନ କରେ — A person who earns money as a public reader or reciter of scrip- tures