ଧର୍ମ ଭଙ୍ଗ Dharma bhaṅga

  • ସଂ. ବି. ( 6 ଷ୍ଠୀ ତତ୍; ଧର୍ମ+ଭଙ୍ଗ) — ଧର୍ମ କାର୍ଯ୍ୟ ବନ୍ଦ ହେବା; ଧର୍ମ କାର୍ଯ୍ୟରେ ଧାରାବାହିକତା ଲୋପ; ଧର୍ମ ଲୋପ — Infraction of a series of religious acts