ଧର୍ମ ବ୍ରତ Dharma brata

  • ସଂ. ବି. (ଧର୍ମ+ବ୍ରତ; 6 ଷ୍ଠୀ ତତ୍) — ଧର୍ମର ଅନୁଷ୍ଠାନ; ଧର୍ମାଚରଣ — Religious practice or observance
  • ସଂ. ବିଣ. ପୁଂ. (ବହୁବ୍ରୀହି) — ଧର୍ମାନୁଷ୍ଠାନରେ ରତ; ଧାର୍ମିକ — Religious; devoted to religious or pious acts