ଧର୍ମ ବୋକା Dharma bokā

  • ଦେ. ବି. — ଧର୍ମର ଗୂଢ଼ ମର୍ମ ନ ବୁଝି ଯେ ଅନ୍ଧ ବିଶ୍ୱାସରେ ଧର୍ମ କର୍ମ କରେ — A person who blindly practises religion without an intelligent understanding of its inner meaning; a blind follower of any faith