ଧର୍ମ ବାହନ Dharma bāhana

  • ସଂ. ବି. — (ଧର୍ମ= ବୃଷଭ, ଅଟେ ବାହନ ଯାହାର, ବହୁବ୍ରୀହି)— 1 । ଶିବ; ମହାଦେବ — (ଧର୍ମ= ବୃଷଭ, ଅଟେ ବାହନ ଯାହାର, ବହୁବ୍ରୀହି)— ଶିବ; ମହାଦେବ— . Ṡiba
  • ସଂ. ବି. — ( 6 ଷ୍ଠୀ ତତ୍; ଧର୍=ଯମର ବାହନ)—ମହିଷ; ମଇଁଷି — (6ଷ୍ଠୀ ତତ୍; ଧର୍=ଯମର ବାହନ)—ମହିଷ; ମଇଁଷି— . Buffalo (Apte)
  • ସଂ. ବି. — (ଧର୍ମ+ବାହ ଧାତୁ ଣିଜନ୍ତ ବାହି ଧାତୁ+ଭାବ ଅନ) ଧର୍ମି ପ୍ରାପଣ; ଧର୍ମ ପ୍ରାପ୍ତି; ଧର୍ମ ଲାଭ — Attainment of piety