ଧର୍ମ ବଳା Dharma baḻā

  • ସଂ. ବି. (ସଂ. ଧର୍ମ+ବାଳ) ଧର୍ମ ପୁତ୍ର; ଯୁଧିଷ୍ଠିର — A name of J̄udhishṭhira
  • ସଂ. ବି. (ସଂ. ଧର୍ମ+ବାଳ) ଚାରି ଭାଇଙ୍କି ତାହା କହି ଧର୍ମବଳା ଦ୍ରୌପଦୀଙ୍କୁ ଘେନିଣ ଗଲେ ପାକଶାଳା। କୃଷ୍ଣସିଂହ. ମହାଭାରତ. ବନ।