ଧର୍ମ ପ୍ରଚାର Dharma prachāra

  • ସଂ. ବି (ଧର୍ମ+ପ୍ରଚାର 6 ଷ୍ଠୀ ତତ୍) — କୌଣସି ଦେଶରେ ସର୍ବସାଧାରଣ ଲୋକଙ୍କ ସମ୍ମୁଖରେ ଧର୍ମର ବ୍ୟାଖ୍ୟା କରିବା — A religious mission; preaching of religion