ଧର୍ମ ପୁରୀ Dharama purī

  • ସଂ. ବି — (ଯେଉଁ ଠାରେ ମୃତ୍ୟୁ ପରେ ପ୍ରାଣୀର ଧର୍ମାଧର୍ମ ବିଚାର କରାଯାଏ) ଯମପୁରୀ — The abode or court of J̄ama, the God of death
  • ସଂ. ବି — ଧର୍ମାଧିକରଣ; କଚେରି (ହି. ଶବ୍ଦସାଗର) — A court of law