ଧର୍ମ ନୀତି Dharma nīti

  • ସଂ. ବି (ଧର୍ମ+ନୀତି; 6 ଷ୍ଠୀ ତତ୍) — ଧର୍ମ ସମ୍ବନ୍ଧୀୟ ବିଧାନ — The principles of religion
  • ସଂ. ବି (ଧର୍ମ+ନୀତି; 6 ଷ୍ଠୀ ତତ୍) — ଧର୍ମବିଜ୍ଞାନ — The science of religion; the philosophy of religion
  • ସଂ. ବି (ଧର୍ମ+ନୀତି; 6 ଷ୍ଠୀ ତତ୍) — ଆଇନ୍ର ବିଧାନ; ଆଇନ୍ ଶାସ୍ତ୍ର — Jurisprudence; the science of law